Saturday, January 23, 2021

Feri feri ana

ଫେରି ଫେରି ଅନା ଏଣି ନୟନI

ଓଡିଶୀ ସଂଗୀତ ପାଠଶାଳା ଭାଗ - ୧୭ ରେ ଆଲୋଚିତ ବିଷୟ : 
ରାଗ - ଚନ୍ଦ୍ରକାନ୍ତ ପରିବେଷଣ 
ପ୍ରବନ୍ଧ - ଫେରି ଫେରି ଅନା ଏଣି ନୟନI 
ରଚନା - କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ
ତାଳ - ଏକତାଳି
ମର୍ଦଳ ବାଦନରେ - ଗୁରୁ ଶରତ ସାମନ୍ତରାୟ

ଓଡିଶୀ ସଂଗୀତ ପାଠଶାଳା, ଏକ ଶିକ୍ଷା ଓ ଗବେଷଣା ଭିତିକ କାର୍ଯ୍ୟକ୍ରମ I ଏଥିରେ ଓଡିଶୀ ସଙ୍ଗୀତର ତଥ୍ୟାତ୍ମକ ଓ କ୍ରିୟାତ୍ମକ ଉଭୟ ଦିଗପ୍ରତି ବିଶେଷ ଦୃଷ୍ଟି ଦିଆଯାଇଅଛି I ଓଡିଶୀ ସଂଗୀତ ପାଠଶାଳାକୁ ପରିଚାଳନା କରିଛନ୍ତି ନିଜେ ଗୁରୁ ରାମହରି ଦାସ I ଓଡିଶୀ ସଂଗୀତକୁ ଭଲପାଉଥିବା, ଆଦର କରୁଥିବା, ଶିକ୍ଷା କରୁଥିବା, ଗବେଷଣା କରୁଥିବା , ପରିବେଷଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ , କଳାକାର ଓ ଗୁରୁଜନ ମାନଙ୍କ ନିକଟରେ ଏହି ମହାନ ସଂଗୀତ ପରମ୍ପରାର ତଥ୍ୟ, ତତ୍ୱ ଏବଂ କ୍ରିୟାକୁ ଆଲୋଚନା ମାଧ୍ୟମରେ ପହଂଚାଇବା ଏହି ପାଠଶାଳାର ମୁଖ୍ୟ ଉଦ୍ଧେଷ୍ୟ I #odissimusic #pathashala #Ramharidas #Odissigurukula Contact No : 9937804407 http://www.odissigurukul.org http://odissimusic.gurukula@gmail.com https://www.facebook.com/odissigurukul 
Ramharii Das Odissi Gurukul was established on 23rd july 2011 at Badahata adjacent to NH 203 at Biragobindpur under Satyabadi block in Puri District, 14 km away from Lord Jagannath Tample, Puri & 45 Km away from Bhubaneswar the Temple city of Odisha.Guru Ramhari Das is the founder and Chief Executive Trustee of the Gurukula along with other 12 members The Gurukula is quite dedicated towards Odissi Music, Dance and Culture and Literature.

Tuesday, January 19, 2021

Ghunghta Hatai ke

Aaj akhiyan ki lalata purawa goriya
Bhojpuri Lokgeet | Ghunghta Hatai ke | Singer Dr. Shankar Prasad
YouTube · Prasar Bharati Archives
Jun 24, 2019
https://youtu.be/EbWRvJwRJPA

Unrelated

1. କୋଉ ଗୀତ ସାଙ୍ଗେ ମିଶୁଚି କି ?
Enna Nenache

2. ଟିକ୍କେ ପାଖାପାଖି ଭଳି ଲାଗୁଛି
To dehara sadhi

3. Rhythm bhare nahin jate, it's inborn ~Mithun Chakraborty

4. Odia Language Literature & Culture Department, Government of Odisha - ସଂଗୀତ ସୁଧାକର ଗୁରୁ ବାଳକୃଷ୍ଣ ଦାଶଙ୍କ ଜୀବନୀ ଶ୍ରଦ୍ଧଞ୍ଜଳି। | Facebook Watch