Thursday, April 16, 2020

Sorisa fula nenthi

https://www.youtube.com/watch?v=DxrBn_kPxI8
Sorisa fula Nenthi nenthika lo, Singer- Laxmi Mohanty, Lyric- Parsuram Behera - YouTube

4:45
10-Jan-2017 · Old Odia song. Sorisa fula Nenthi nenthika lo, Singer ...


Odia Devotional

Bana Malati Malli Sebati

Odia Bhajan song. Mu Tote Bhalapae boli. Singer- Laxmi Mohanty. Lyric- Parsuram Behera - YouTube

5:02
11-Jan-2017 · Odia Bhajan song. Mu Tote Bhalapae boli. Singer ...
htpps://www.youtube.com/watch?v=veaoHFrwFBA



Odia Devotional



Shyama binu e Gopa pura

Syama binu e Gopa pura
Singer Maestro

https://m.youtube.com/watch?v=5wSFKHoGGQ0

Mar 17, 2017 - Uploaded by Jhankar
Old Odia song. Syama binu e Gopa pura. Singer Maestro Guru Mohanty Presented By Parsuram Behera ...


Odia Devotional


Monday, April 06, 2020

Baunsa patara saru lo

Baunsa patara saru lo
Nei jibi tote Puri lo

Md. Aziz

Odia devotional


Sunday, April 05, 2020

Malika chal jiba Chilika

Malika chal jiba Chilika




Madhura madhura

Madhura madhura

ଓଡ଼ିଆ ଗୀତର ପରୀକ୍ଷାଗାର ଆକାଶବାଣୀ, ଆକାଶବାଣୀର ପୁରୁଣା ଗୀତରେ ଭାବ ରଚନାର ଅଦ୍ଭୁତ ବିବିଧତା ଶୁଣିବାକୁ ମିଳେ। ଏମିତି ବି ହୋଇଛି ପ୍ରସିଦ୍ଧ ସଂଗୀତକାରମାନେ ସିନେମା ଗୀତରେ ନିଜ ପୂର୍ବ ସଂଯୋଜିତ  ଆକାଶବାଣୀ ସ୍ୱରକୁ ବ୍ୟବହାର କରିଛନ୍ତି। ତଳେ ସଂଯୋଗ ହୋଇଛି ମାଣିକଯୋଡିର ପୀରତି ଗୀତ ସହ ଆକାଶବାଣୀରେ ପ୍ରସାରିତ ସେହି ଗୀତି ସ୍ଵରର କୋଲାଜ https://t.co/Dj7o2beCb3

Cf. Pirati pirati (Manika jodi)

ଏମିତି ହେଉଥିଲା ସଂଗୀତ ସୁଧାକରଙ୍କ ସ୍ୱରଧାରା, ନିର୍ମାଣ ହେଉଥିଲା ଇତିହାସ, ତିଆରି ହେଉଥିଲା ଛନ୍ଦ ପତନ, ଏହି ଚାଳିଶ ବର୍ଷ ତଳ ବୈଠକିର ଆଶ୍ଚର୍ଯ୍ୟ ଓ ଆମୋଦପ୍ରଦ ତଥ୍ୟ ହେଉଛି: ବାଳକୃଷ୍ଣଙ୍କ ସ୍ୱର ଆରୋପଣ, ଡା ଡି ଡି..ଏମିତି ଏକ ଅଦ୍ଭୁତ ସ୍ୱରଧରା ଢଙ୍ଗ ତାଙ୍କର ଥିଲା  
ଶୁଣନ୍ତୁ! ଗନ୍ଧର୍ବ ଜଗତର ସିଦ୍ଧ ପୁରୁଷଙ୍କ ଆଳାପନା ଓ  ସ୍ୱର ଆରୋପଣ https://t.co/09VKsdGLOp
ମନେହୁଏ ବାଳକୃଷ୍ଣ ଦାଶଙ୍କ ସ୍ୱର ଢେଉଢେଉକା ପାହାଡ ଫାଙ୍କରେ  ସରି ଆସୁଥିବା ଜହ୍ନ ଉକିଆ ପରି/ ସେ ହାଲ୍କା ଛାଇ ଆଲୁଅ ସ୍ୱର ମାୟାରେ, ଲହରର ଟିକେ ହରକତରେ ଓଡ଼ିଆ ମାନେ ପଡ଼ିବାକୁ ନିହାତି ବାଧ୍ୟ.ତାଙ୍କ ଏ ଶ୍ରମ ଗୀତ କ୍ଲାନ୍ତି ଭୁଲାଇ ଦେବ.ସାବଧାନରେ ଶୁଣିବେ, ହୁଏତ ଶୁଣୁଶୁଣୁ  ଆଖି ଲାଗିଯିବ ଯଦିଚ ଏହା ନାନାଵାୟା ନୁହେଁ  ବରଂ ହଳିଆ ଗୀତ https://t.co/csaZv7FNxx

ଏହା ସେ ଗୀତ, ଯାହା ଆପଣ ଶୁଣି ନାହାନ୍ତି ବୋଲି ଲେଖିଥିଲେ, ଅକ୍ଷୟ ଓ କଲ୍ୟାଣୀ ଗାଇଥିବା ନିରୋଳା ଏ ରାତେ ର କିୟଦଂଶ https://t.co/xV6fcQk5FH