Thursday, February 24, 2022
Wednesday, July 14, 2021
ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଙ୍କଳନ
Product Description
ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ - ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ - କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ - ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି - ଯଥା - ଭଜୁ କିନା ରାମ ନାମ (କନକଲତା - ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି - ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି - ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ - ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ - ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ - ଉଦାହରଣ - ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ - ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା - ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।
Sukant Mishra
Sanja Sakale
Oriya https://www.amazon.in/dp/1645601994/
About the Author
Sukant Mishra lives in Columbus, Ohio (USA) and works in the Information Technology industry. In this book, he has compiled a collection of 100 devotional songs from Odia movies, which were mostly produced during 1961 - 1990, the golden era for Odia movies. By publishing the songs in Odia and English, he is hopeful of preserving the rich cultural heritage of Odia devotional songs for forthcoming Odia generations.
Saturday, January 23, 2021
Feri feri ana
Tuesday, January 19, 2021
Ghunghta Hatai ke
Friday, September 18, 2020
Gitatie kete barasharu
(My first attempt at composition)
In memory of Nadiya Bihari Mohanty, our beloved Badabhai of Sishu Sansar (Akashvani, Cuttack), who passed away yesterday
Resonances:
https://youtu.be/YlaUJhZ3PeM
https://youtu.be/An7Hdllhgyw
Comments:
Excellent. My rating
Lyrics>Composition>Singing>Video.
Lyrics really reminds me of the golden days.
https://twitter.com/OdiaCulture/status/1305760379000086528?s=19
Sunday, August 23, 2020
One hundred Hindi songs - v
One hundred Hindi songs - v
Friday, August 14, 2020
One hundred Hindi songs - IV
One hundred Hindi songs - III
Thursday, August 13, 2020
One hundred Hindi songs - II
One hundred Hindi songs - I
Thursday, April 16, 2020
Sorisa fula nenthi
Sorisa fula Nenthi nenthika lo, Singer- Laxmi Mohanty, Lyric- Parsuram Behera - YouTube
4:45
10-Jan-2017 · Old Odia song. Sorisa fula Nenthi nenthika lo, Singer ...
Odia Devotional
Bana Malati Malli Sebati
5:02
11-Jan-2017 · Odia Bhajan song. Mu Tote Bhalapae boli. Singer ...
htpps://www.youtube.com/watch?v=veaoHFrwFBA
Odia Devotional
Shyama binu e Gopa pura
Singer Maestro
https://m.youtube.com/watch?v=5wSFKHoGGQ0
Mar 17, 2017 - Uploaded by Jhankar
Old Odia song. Syama binu e Gopa pura. Singer Maestro Guru Mohanty Presented By Parsuram Behera ...
Odia Devotional
Thursday, April 09, 2020
Monday, April 06, 2020
Sunday, April 05, 2020
Madhura madhura
Wednesday, February 26, 2020
Suneli sakale jebe
Nabakishore Mishra
Related:
https://youtu.be/_hsJXfdQOP4
https://youtu.be/ZiW9pgcFQpY
https://youtu.be/gJI1kKlXsV4
https://youtu.be/XQlFHxuScIE
#OldOdia
