ଫେରି ଫେରି ଅନା ଏଣି ନୟନI
ରାଗ - ଚନ୍ଦ୍ରକାନ୍ତ ପରିବେଷଣ
ପ୍ରବନ୍ଧ - ଫେରି ଫେରି ଅନା ଏଣି ନୟନI
ରଚନା - କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ
ତାଳ - ଏକତାଳି
ମର୍ଦଳ ବାଦନରେ - ଗୁରୁ ଶରତ ସାମନ୍ତରାୟ
ଓଡିଶୀ ସଂଗୀତ ପାଠଶାଳା, ଏକ ଶିକ୍ଷା ଓ ଗବେଷଣା ଭିତିକ କାର୍ଯ୍ୟକ୍ରମ I ଏଥିରେ ଓଡିଶୀ ସଙ୍ଗୀତର ତଥ୍ୟାତ୍ମକ ଓ କ୍ରିୟାତ୍ମକ ଉଭୟ ଦିଗପ୍ରତି ବିଶେଷ ଦୃଷ୍ଟି ଦିଆଯାଇଅଛି I ଓଡିଶୀ ସଂଗୀତ ପାଠଶାଳାକୁ ପରିଚାଳନା କରିଛନ୍ତି ନିଜେ ଗୁରୁ ରାମହରି ଦାସ I ଓଡିଶୀ ସଂଗୀତକୁ ଭଲପାଉଥିବା, ଆଦର କରୁଥିବା, ଶିକ୍ଷା କରୁଥିବା, ଗବେଷଣା କରୁଥିବା , ପରିବେଷଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ , କଳାକାର ଓ ଗୁରୁଜନ ମାନଙ୍କ ନିକଟରେ ଏହି ମହାନ ସଂଗୀତ ପରମ୍ପରାର ତଥ୍ୟ, ତତ୍ୱ ଏବଂ କ୍ରିୟାକୁ ଆଲୋଚନା ମାଧ୍ୟମରେ ପହଂଚାଇବା ଏହି ପାଠଶାଳାର ମୁଖ୍ୟ ଉଦ୍ଧେଷ୍ୟ I
#odissimusic
#pathashala
#Ramharidas
#Odissigurukula
Contact No : 9937804407
http://www.odissigurukul.org
http://odissimusic.gurukula@gmail.com
https://www.facebook.com/odissigurukul