Monday, October 27, 2014

Tumara ta prajapati mana

Tumara ta prajapati mana
ତମର ତ ପ୍ରଜାପତି ମନ
Singer: Nirmala Mishra
ନିର୍ମଳ। ମିଶ୍ର

ଅକ୍ଷୟ ମହାନ୍ତିଙ୍କ କମ୍ପୋଜିସନ


ତମର ତ ପ୍ରଜାପତି ମନ: ଷାଠିଏ ଦଶକର ଗୀତ, ସେବେ ଅକ୍ଷୟ ମହାନ୍ତି ନୂଆ ନୂଆ କମ୍ପୋଜିସନ କରୁଥିଲେ, ଗୀତ ଲେଖୁଥିଲେ ବି ନୂଆ କରି, ଏହା ଆକାଶବାଣୀରେ ଅକ୍ଷୟ ଗାଇଥିଲେ,ପରେ ଏହାର ଗ୍ରାମଫୋନ ରେକର୍ଡ ହେଲା ନିର୍ମଳ। ମିଶ୍ରଙ୍କ କଣ୍ଠରେ।  ୟୁ ଟ୍ୟୁବ ରୁ ସଂଗୃହିତ ହିନ୍ଦୀ ଫିଲ୍ମରୁ ଅଡିଓ କାଟି ଏ ଗୀତ ଯୋଡିଛି। https://t.co/sGWKZCj0c8

https://twitter.com/SuryadeoSurya/status/1234028773646856192?s=19

ପ୍ରଥମତଃ କେବଳ ଓଡ଼ିଆ ସିନେମା ଗୀତକୁ ନେଇ ମୂଳ ଗୀତିକାରଙ୍କ ସଂକଳିତ ତଥା ପ୍ରକାଶିତ ବହି ସଂଖ୍ୟା କେବଳ ଦୁଇଟି। ଏକ: ନାରାୟଣ ପ୍ରସାଦ ସିଂହଙ୍କ ଚିତ୍ରଗୀତି, ଦୁଇ: ଦେବଦାସ ଛୋଟରାୟଙ୍କ ସିନେମା ଗୀତ। ଦ୍ବିତୀୟତଃ ଆଧୁନିକ  ଓଡ଼ିଆ ଗୀତିକବିତା ସଙ୍କଳନ ସଂଖ୍ୟାରେ ଅଧିକ ହେଲେ ବି ସେଥିରେ ସିନେମା ଗୀତ ସଂଖ୍ୟା ଖୁବ୍ କମ୍।
https://twitter.com/SuryadeoSurya/status/1234122152867053574?s=19














Old Odia
Updated: March 7, 2020

No comments:

Post a Comment